ମୃଦଙ୍ଗ, ଝାଞ୍ଜ ବଜାଇ ଦାବି ଜଣାଇଲେ

ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଅଭିନବ ବିକ୍ଷୋଭ ଭୁବନେଶ୍ବର: ରାଜଭବନ ସମ୍ମୁଖରେ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ପକ୍ଷରୁ ବୁଧବାର ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି କରି ପରିଷଦର ସଦସ୍ୟମାନେ ରାଜଭବନ ସମୁଖରେ ପାଲା କରିଥିଲେ। ମୃଦଙ୍ଗ, ଝାଞ୍ଜ ବଜାଇବା ସହ ହରିନା‌ମ ନେଇ ପାଲାଗାୟନ କରିଥିଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ରାଜଭବନ ସମ୍ମୁଖ ରାସ୍ତାରେ ପାଲା ପରିବେଷଣର ଦୃଶ୍ୟ ପଥଚାରୀଙ୍କ ପାଇଁ ଚର୍ଚ୍ଚାର … Continue reading ମୃଦଙ୍ଗ, ଝାଞ୍ଜ ବଜାଇ ଦାବି ଜଣାଇଲେ